ସୌରଜଳନିଧି

Sourajalanidhi

କୃଷି ଓ କୃଷକ ସଶକ୍ତିକରଣ ବିଭାଗ
ଓଡିଶା ସରକାର
Department of Agriculture & Farmers' Empowerment
Government of Odisha
Go-Ahead Letter

Directorate of Agriculture and Food Production,Odisha,Bhubaneswar.


Farmer Id :{{getdetails[0].farmerId}}
Date of Issue : {{goaheaddt}}
Go-Ahead No. : {{getdetails[0].goaheadno}}
Last date for deposit of farmer share : {{formattedtoday}}
Last Date for completion : {{formattedtoday}}


       Sri/Smt.{{getdetails[0].farmernm}} category General S/O/D/O/W/O {{getdetails[0].fathernm}} of village {{getdetails[0].vch_VillageName}} , GP {{getdetails[0].GPName}}, Block {{getdetails[0].BlockName}},DAO circle Khurda, District {{getdetails[0].DistrictName}} is allowed for installation of 0.5 hp SPV pump in the Dug Well in the field having plot no.{{getdetails[0].plotno}} and Khata No. {{getdetails[0].khatano}}, at GPS location(Latitude- N 20°15`14.19 Longitude-E 85°35`6.648) under the "JALANIDHI- Solar" Scheme(2018-19).

              He/She has to deposit/transfer an amount of Rs.{{getdetails[0].farmerShare}} (Rupees {{getdetails[0].words}}) towards the farmer’s share for the (choosen from the list uploaded by OREDA) make/model of pump to the account no. (payment gateway of OREDA). OREDA will take up the installation after receipt of farmers share. He is requested to contact Sri/Smt.__________________ Asst. Director of OREDA, Mob- 9437267833.

              After successful completion of the project, the subsidy to the tune of Rs.36,000/-(Jalanidhi) + Rs.18,000/-(DST/MNRE) will be released to OREDA.


Photo of the Beneficiary at the location


Verified By Sri/Smt.{{getdetails[0].VAWName}}VAW

ସେଚକୁପ ସୌର ପମ୍ଫ ନିମନ୍ତେ ସର୍ତ୍ତାବଳୀ

୧. ଆବେଦନକାରୀ କାର୍ଯ୍ୟାଦେଶ (go ahead) ପତ୍ରରେ ଉଲ୍ଲେଖିତ ଚାଷୀ ଦେୟରଶି ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(OREDA) ର ନିର୍ଦ୍ଧାରିତ ବ୍ୟାଙ୍କ ଜମା ଖାତାରେ (Payment Gateway ମାଧ୍ୟ୍ୟମରେ) କାର୍ଯ୍ୟାଦେଶର ୧୫ ଦିନ ମଧ୍ୟରେ ପଇଠ କରିବେ.
କୌଣସି ପରିସ୍ଥିତିରେ ଦର୍ଶାଯାଇଥିବା ଧାର୍ଯ୍ୟ ସମୟ ଠାରୁ ଅଧିକ ଦିନ ମଞ୍ଜୁର କରାଯିବ ନାହିଁ | ଅସଫଳ ଆବେଦନକାରୀ ପୁନଃ ଦରଖାସ୍ତ କରିବାକୁ ପଡିବ |
୨. ଆବେଦନକାରୀ ଗ୍ରାମ୍ୟ କୃଷି ସେବକ (VAW)ଙ୍କ ଦ୍ୱାରା ଯାଞ୍ଚ କରାଯାଇ ଫଟୋ ନିଆଯାଇଥିବା ସେଚ କୂପରେ ହିଁ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA)ର ଅଧିକୃତ ଅଧିକାରୀଙ୍କ ମାଧ୍ୟ୍ୟମରେ ସୌର ପମ୍ଫ ସ୍ଥାପନ କରିବେ | ସୌର ପମ୍ଫ ସ୍ଥାପିତ ସେଚ କୂପର ପୂର୍ବ ଓ ଦ୍ରାଘିମା ବ୍ୟତିକ୍ରମ ସ୍ଥଳରେ ସହାୟତା ପାଇଁ ଅଯୋଗ୍ୟ ଘୋଷିତ ହେବ |
୩. ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA) ଆବେଦନକାରୀଙ୍କ ନିର୍ଦ୍ଧାରିତ କୂପରେ କାର୍ଯ୍ୟଦେଶର ୪୫ ଦିନ ମଧ୍ୟରେ ସୋଲାର ପମ୍ଫ ସ୍ଥାପନ କରିବେ | ଉପଯୁକ୍ତ ପରିସରରେ ପୂମ୍ଫ ସ୍ଥାପନ କରିବାକୁ ସହାୟତା କରିବେ ଏବଂ ତାହାର ସୁରକ୍ଷା ପାଇଁ ଦାୟିତ୍ୱ ନେବେ | ପୂମ୍ଫ ଓ ଅନାନ୍ୟ ସାମଗ୍ରୀ ହସ୍ତାନ୍ତର କରିବେ ନାହିଁ | କୌଣସି ଜିନିଷ ଚୋରି ହେଲେ ପୋଲିସ ଷ୍ଟେସନରେ ନଥିଭୁକ୍ତ କରିବେ ଏବଂ ଏହାର ପ୍ରମାଣ ପାଖରେ ରଖିବେ |
ଚାଷୀଙ୍କ ସହିତ ସ୍ଥାପିତ ପମ୍ଫ ଓ ଉପକରଣ ଫଟୋ, OREDA ର ଜିଲ୍ଲା ସହକାରୀ ନିର୍ଦେଶକ ମୋବାଇଲ ଆପ ମାଧ୍ୟ୍ୟମରେ ପ୍ରେରିତ କରିବେ | ମୋବାଇଲ ଆପରେ ଫଟୋ ନେଲାବେଳେ ଆବେଦନକାରୀ କାର୍ଯ୍ୟଦେଶ (go-ahead)ର ନିମ୍ନ ବାମ ପାଶୁରେ ସୂଚିତ PIN ସଂଖ୍ୟା OREDA ଅଧିକାରୀଙ୍କୁ ପମ୍ପ ସ୍ଥାପନ ଓ କାର୍ଯ୍ୟକ୍ଷମ ହେବାପରେ ଅବଗତ କରିବେ |
୪. ସ୍ଥାପିତ ଉପକରଣ ବିବରଣୀ, ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ ପଦ୍ଧତି ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA)ର ଅଧିକୃତ ଅଧିକାରୀଙ୍କ ମାଧ୍ୟ୍ୟମରେ ଉପଲବ୍ଧ କରାଯିବ |
୫. ସହାୟତା ପାଇଁ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA)ର ଜିଲ୍ଲା ସହକାରୀ ନିର୍ଦେଶକଙ୍କୁ କାର୍ଯ୍ୟାଦେଶ (go ahead) ପତ୍ରରେ ସୂଚିତ ମୋବାଇଲରେ ଯୋଗାଯୋଗ କରିବାକୁ ଅନୁରୋଧ |
୬. ପ୍ରଯୁଜ୍ୟ ଉପାଦାନର ମାନ ଓ ଚିଠା ବିବରଣୀ ନିମ୍ନରେ ଦିଆଗଲା |

Sl No. Item Description Unit Quantity
1 Solar 0.5 HP pump with controller SET 1
2 SPV panel 250W with due tolerance No 2
3 Single Axis Tracking, manual No 1
4 Section / Column Pipe and accessories for delivery of water on the plot itself. No 1
5 Recommended wire and electrical accessories SET 1

୭.ଭୂତଳ-ଜଳର ସଦୁପଯୋଗ ପାଇଁ ଅଣୁ/ବୁନ୍ଦା ଜଳସେଚନ ଆପଣାନ୍ତୁ | ସବିଶେଷ ବିବରଣୀ ପାଇଁ pmksy.nic.in ଓ ସହକାରୀ ଉଦ୍ୟାନ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ |


Error message

Warning: Creating default object from empty value in ctools_access_get_loggedin_context() (line 1411 of /var/www/html/sites/all/modules/ctools/includes/context.inc).
Contact Us


Directorate of Agriculture and Food Production,
Odisha, PIN-751003
Email: diragri.or@nic.in
Phone Number:0674-2395532