ସୌରଜଳନିଧି

Sourajalanidhi

କୃଷି ଓ କୃଷକ ସଶକ୍ତିକରଣ ବିଭାଗ
ଓଡିଶା ସରକାର
Department of Agriculture & Farmers' Empowerment
Government of Odisha
ଆମ ଯୋଜନା ସମ୍ବର୍ଦ୍ଧରେ

ଆମ ରାଜ୍ୟରେ ବର୍ଷକୁ ପ୍ରାୟ ୩୦୦ ଦିନ, ବର୍ଗ ମିଟରକୁ ୫ KwH ହିସାବରେ ମୁକ୍ତ ସୂର୍ଯ୍ୟ କିରଣ ମିଳିଥାଏ | ଆମ ରାଜ୍ୟରେ ଭୂତଳ ଜଳ ବ୍ୟବହାରର ପର୍ଜ୍ୟାପ୍ତ ଅବକାଶ ଓ ସୁଯୋଗ ରହିଛି | ରାଜ୍ୟରେ ଅଧିକାଂଶ କ୍ଷୁଦ୍ରଚାଷୀ ଅଟନ୍ତି , ଯାହାଙ୍କ ପାଖରେ ୨.୫ ଏକରରୁ କମ ଜମି ଥାଏ | ଏହି କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ପ୍ରାୟତଃ ଖରିଫ ଓ ରବିରେ ୦.୩ ରୁ ୦.୫ ଏକରରେ ପରିବା ଚାଷ କରିଥାନ୍ତି | ମୁଖ୍ୟତଃ ଖୋଲା କୂଅହିଁ ସେମାନଙ୍କର ଜଳ ଉତ୍ସ |


ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟୁତ ଶକ୍ତି ଅପହଞ୍ଚ ଅଞ୍ଚଳରେ, ଚାଷ କ୍ଷେତକୁ ସୌର ଶକ୍ତି ଚଳିତ ପାଣି ପମ୍ଫ ଦ୍ୱାରା ଜଳସେଚନର ସୁବିଧା କରିବାକୁ ବ୍ୟବସ୍ଥା କରିଛନ୍ତି | ଯଦ୍ଵାରା ବର୍ଷକୁ ଏକାଧିକ ଫସଲ ଅମଳର ସୁଯୋଗ ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହେବ |

Error message

Warning: Creating default object from empty value in ctools_access_get_loggedin_context() (line 1411 of /var/www/html/sites/all/modules/ctools/includes/context.inc).
ଆମ ସହିତ ଯୋଗାଯୋଗ


କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ,
ଓଡିଶା, ପିନ୍-୭୫୧୦୦୩
ଇ-ମେଲ୍ - diragri.or@nic.in
ଫୋନ୍ ନମ୍ବର : ୦୬୭୪-୨୩୯୨୪୩୧